ସର୍ପାଘାତ Sarpāghāta

  • ସଂ. ବି ( 6 ଷ୍ଠୀ ତତ୍) — ସର୍ପଦଂଶନ; ସାପକାମୁଡ଼ା — Snake bite
  • ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ପ୍ରଳୟ ମଣିଲେ ଜଗତ, କୃଷ୍ଣର ଦେହେ ସର୍ପାଘାତ। ଜଗନ୍ନାଥ, ଭାଗବତ।]