ସର୍ପାକ୍ଷୀ Sarpākshī
- ସଂ. ବି — କ୍ଷୁଦ୍ର ଗୁଳ୍ମ ବିଶେଷ; ଗନ୍ଧନାକୁଳୀ; ଗନ୍ଧରାସ୍ନା (ରାଜନିର୍ଘଣ୍ଟ) [ସର୍ପକଙ୍କାଳିଆ ଦେଖ] — A plant; Opheorrhiza Mungos
- ସଂ. ବି — [ଦ୍ର—ଏହା କଟୁତିକ୍ତ ରସ, ଉଷ୍ଣବୀର୍ଯ୍ୟ ଓ ସର୍ପ ବିଷନାଶକ ଅଟେ। ଏହା ବିଷଘ ଓ କୁଚ—ବର୍ଦ୍ଧକ।]
- ସଂ. ବି — ରକ୍ତପୁଷ୍ପଯୁକ୍ତ ବନବନା — Red flowered Banabanā