ସର୍ପହା Sarpahā

  • ସଂ. ବି (ସର୍ପ+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍) — ସର୍ପାକ୍ଷୀ (ଦେଖ) (ହି.ଶ) — Sarpākshī (See)
  • ସଂ. ବି (ସର୍ପ+ହନ୍ ଧାତୁ+କର୍ତ୍ତୃ. କ୍ୱିପ୍) — ନକୁଳ; ନେଉଳ — Ichneumon
  • ସଂ. ବିଣ — ସର୍ପ ଘାତକ — Destroyer of serpents; killing serpents