ସର୍ପଣ Sarpaṇa

  • ସଂ. ବି (ସୃପ୍ ଧାତୁ+ଭାବ. ଅନ) — ଗତି; ଗମନ — Going
  • ସଂ. ବି (ସୃପ୍ ଧାତୁ+ଭାବ. ଅନ) — ଉତ୍ସୃଷ୍ଟ ତୀରର ଭୂମି ଉପରେ ଗମନ (ହି.ଶ) — Movement of a discharged arrow along the ground