ସର୍ପଗନ୍ଧା Sarpagandhā

  • ସଂ. ବି (ବୈଦ୍ଯକ) — ବୃକ୍ଷବିଶେଷ; ରାସ୍ନା — A plant; Vanda Roxburghi
  • ସଂ. ବି (ବୈଦ୍ଯକ) — ସର୍ପାକ୍ଷୀ (ଦେଖ) (ହି.ଶ) — Sarpākshī (See)
  • ସଂ. ବି (ବୈଦ୍ଯକ) — ନାଗଦମନୀ ଗୁଳ୍ମ (ହି. ଶ) (ଦେଖ) — Indian worm wood