ସର୍ପ ଯାଗ Sarpa jāga

  • ସଂ. ବି — ତକ୍ଷକ ସର୍ପ ଦ୍ୱାରା ଦଷ୍ଟ ହୋଇ ମୃତ ହୋଇଥିବା ପରୀକ୍ଷିତ ରାଜାଙ୍କ ପୁତ୍ର ଜନମେଜୟଙ୍କ ଅନୁଷ୍ଠିତ ସର୍ପ ବଂଶ କ୍ଷୟକର ଯାଗ ବିଶେଷ — A sacrifice performed by King Janamejaya to kill all the serpents in revenge for his father having been bitten to death by a serpent named 'Takshaka.'