ସର୍ପ ଭୁଜ୍ Sarpa bhuj
- ସଂ. ବିଣ (ସର୍ପ+ଭୁଜ୍ ଧାତୁ=ଖାଇବା+କର୍ତ୍ତୃ. କ୍ୱିପ୍) — ଯେ ସାପଙ୍କୁ ଖାଏ; ସର୍ପଖାଦକ — Feeding on serpents
- ସଂ. ବି — ମୟୂର — Peacock
- ସଂ. ବି — ଗରୁଡ଼ — The mythological King of birds
- ସଂ. ବି — ନେଉଳ; ନକୁଳ — Ichneumon; mongoose
- ସଂ. ବି — ସାରସ ପକ୍ଷୀ — A kind of snake eating wading bird