ସର୍ପ ବନ୍ଧ Sarpa bandha

  • ସଂ. ବି — କୁଟୀଳ ରୀତି (ହି. ଶ) — Tortuous conduct
  • ସଂ. ବି — ଚିତ୍ର ରଚନାବିଶେଷ; କୁଣ୍ଡଳାକାର ସର୍ପର ଆକାର ଅନୁସାରେ ଅକ୍ଷର ସନ୍ନିବେଶିତ ହୋଇଥିବା ରଚନା ବିଶେଷ — A kind of artistic composition in which letters are put in the shape of the coil of a serpent