ସର୍ପ ଦେବୀ Sarpa debī

  • ସଂ. ବି — ହିନ୍ଦୁମାନଙ୍କର ତୀର୍ଥ ବିଶେଷ — A sacred place of the Hindus
  • ସଂ. ବି — [ଉ—ସର୍ପ ଦେବୀରେ ଯେହୁ ସ୍ନାନ ଜପ କରେ, କରନ୍ତି ପୂଜା ତାକୁ ନାଗଙ୍କ ଲୋକରେ। କୃଷ୍ଣସିଂହ, ମହାଭାରତ, ବନ।]