ସର୍ପ ଦଂଶନ Sarpa daṁṡana
- ସଂ. ବି — ସାପ କାମୁଡ଼ା — Snake bite
- ସଂ. ବି — [ଦ୍ର— ପରୀକ୍ଷା ଦ୍ୱାରା ଦେଖା ଯାଇଅଛି ଯେ ସର୍ପଦଷ୍ଟ ବ୍ଯକ୍ତିର ମୁଣ୍ଡ, କପାଳ, ବେକ, ଛାତି ଓ ନାଭିରେ ତୁଳସୀ ପତ୍ର ରସ ମାଲିସ କଲେ ଓ ସଂଜ୍ଞା ଲାଭ କରିବା ପର୍ଯ୍ୟନ୍ତ 5 ମିନିଟରେ ଥରେ ଏକ ଚାମଚ ଲେଖାଏଁ କଦଳୀ ବାସୁଙ୍ଗା (ଚୋଚଡ଼ା)ର ରସ ପିଆଇଲେ ବିଷ ନଷ୍ଟ ହୋଇଯାଏ। ତୁଳସୀ ପତ୍ର ଅଭାବରେ ପଦ୍ମମୂଳ, ଘିକୁଆଁରୀ ଓ କପା ଗଛର ରସ ବ୍ଯବହାର କରାଯାଇ ପାରେ।] — [ଦ୍ର— ପରୀକ୍ଷା ଦ୍ୱାରା ଦେଖା ଯାଇଅଛି ଯେ ସର୍ପଦଷ୍ଟ ବ୍ଯକ୍ତିର ମୁଣ୍ଡ, କପାଳ, ବେକ, ଛାତି ଓ ନାଭିରେ ତୁଳସୀ ପତ୍ର ରସ ମାଲିସ କଲେ ଓ ସଂଜ୍ଞା ଲାଭ କରିବା ପର୍ଯ୍ୟନ୍ତ5ମିନିଟରେ ଥରେ ଏକ ଚାମଚ ଲେଖାଏଁ କଦଳୀ ବାସୁଙ୍ଗା (ଚୋଚଡ଼ା)ର ରସ ପିଆଇଲେ ବିଷ ନଷ୍ଟ ହୋଇଯାଏ ତୁଳସୀ ପତ୍ର ଅଭାବରେ ପଦ୍ମମୂଳ, ଘିକୁଆଁରୀ ଓ କପା ଗଛର ରସ ବ୍ଯବହାର କରାଯାଇ ପାରେ]