ସର୍ପ ତୃଣ Sarpa tṛuṇa

  • ସଂ. ବି — (ସର୍ପ ଅଟେ ତୃଣ, ଅର୍ଥାତ୍ ତୃଣବତ୍ ତୁଚ୍ଛ ଯାହା ପକ୍ଷରେ; ବହୁବ୍ରୀହି)
  • ସଂ. ବି — ନକୁଳ; ନେଉଳ (ହେମଚନ୍ଦ୍ର) — 1. Ichneumon
  • ସଂ. ବି — ନକୁଳକନ୍ଦ (ହି. ଶ) — A kind of medicinal root