ସର୍ଦ୍ଦିଆ Sarddiā
- ଦେ. ବିଣ — ସର୍ଦସମ୍ବନ୍ଧୀୟ — Relating to cold
- ଦେ. ବିଣ — ଲେସମା — Sluggish
- ଦେ. ବିଣ — (ପୁଂ) ଯେଉଁ ବ୍ଯକ୍ତି ସର୍ଦ ରୋଗ ଦ୍ୱାରା ସର୍ବଦା ଆକ୍ରାନ୍ତ ହୁଏ — Habitually suffering from cold
- ଦେ. ବିଣ — ସର୍ଦ ରୋଗର ଆକ୍ରମଣ ପାଇଁ ଅନୁକୂଳ(ଦେହ) — (constitution) Prone to catch cold