ସର୍ଦାରି Sardāri

  • ବୈଦେ. ବିଣ (ଫା) — ସର୍ଦାର ସଂବନ୍ଧୀୟ — Relating to a Sirdar
  • ବୈଦେ. ବି (ଫା) — ସର୍ଦାରର ପଦବୀ ବା କର୍ମ — The position or authority of a Sirdār
  • ବୈଦେ. ବି (ଫା) — ସର୍ଦାରର ପ୍ରାପ୍ୟ ବା ବେତନ — The remuneration or perquisites payalele to a Sirdar