ସର୍ଦାରିଆଣୀ Sardāriāṇī

  • ଦେ. ବି. ସ୍ତ୍ରୀ (ଫା. ସର୍ଦାରୀନ୍) — ନେତ୍ରୀ; ଦଳର ମୁଖ୍ୟ ସ୍ଥାନ ଅଧିକାରିଣୀ ସ୍ତ୍ରୀ — A female chief or leader
  • ଦେ. ବି. ସ୍ତ୍ରୀ (ଫା. ସର୍ଦାରୀନ୍) — ସରଦାରଙ୍କ ସ୍ତ୍ରୀ — The wife of a Sirdar