ସର୍ଜ୍ଜନ Sarjjana
- ସଂ. ବି (ସୃଜ୍ ଧାତୁ+ଭାବ. ଅନ) — ସୃଷ୍ଟିକର୍ମ — Creation
- ସଂ. ବି (ସୃଜ୍ ଧାତୁ+ଭାବ. ଅନ) — ତ୍ୟାଗ; ବିସର୍ଜ୍ଜନ — Giving up; abandonment
- ସଂ. ବି (ସୃଜ୍ ଧାତୁ+ଭାବ. ଅନ) — (+କର୍ମ ଅନ)ସୈନ୍ୟର ପଶ୍ଚାତ୍ଭାଗ — The reaguard of an army
- ସଂ. ବି (ସୃଜ୍ ଧାତୁ+ଭାବ. ଅନ) — (+ଭାବ. ଅନ) ଫିଙ୍ଗିବା — Throwing out; emitting
- ସଂ. ବି (ସୃଜ୍ ଧାତୁ+ଭାବ. ଅନ) — (+କର୍ମ. ଅନ) ସୃଷ୍ଟ ବସ୍ତୁଚୟ — The creation
- ସଂ. ବି (ସୃଜ୍ ଧାତୁ+ଭାବ. ଅନ) — ଶାଳ ନିର୍ଯ୍ୟାସ (ହି. ଶ) — Resin