ସର୍ଜ୍ଜକ Sarjjaka

  • ସଂ. ବି (ସର୍ଜ+ସ୍ୱାର୍ଥେ. କ) — ପୀତଶାଳ; ପିଆଶାଳ (ଅମର) — The Indian Kino tree
  • ସଂ. ବି (ସର୍ଜ+ସ୍ୱାର୍ଥେ. କ) — ଶାଳ ଗଛ (କଟାଧର) — Shorea Robusta (tree)
  • ସଂ. ବି (ସର୍ଜ+ସ୍ୱାର୍ଥେ. କ) — ସର୍ଜ ରସ; ଝୁଣା — Yellow resin
  • ସଂ. ବି (ସର୍ଜ+ସ୍ୱାର୍ଥେ. କ) — ଆସନ ଗଛ — The Asana tree; Buchonania Latifolia (tree)