ସର୍ଜନ୍ ଜେନେରାଲ୍ Sarjan jenerāl

  • ବୈଦେ. ବି (ଇଂ. ସର୍ଜ୍ଜନ୍ ଜେନେରାଲ୍) — ପ୍ରାଦେଶିକ ଚିକିତ୍ସା ବିଭାଗର ଉଚ୍ଚ କର୍ମଚାରୀ — Provincial Head of the Medical Department; Surgeon General
  • ବୈଦେ. ବି (ଇଂ. ସର୍ଜ୍ଜନ୍ ଜେନେରାଲ୍) — [ଦ୍ର—କେବଳ ମାନ୍ଦ୍ରାଜ, କଲିକତା ଓ ବମ୍ବେଇର ଚିକିତ୍ସାବିଭାଗର ଉଚ୍ଚ କର୍ମଚାରୀ— ମାନଙ୍କୁ ଏହି ପଦବୀ ଦିଆଯାଏ। ଅନ୍ଯ ପ୍ରାଦେଶିକ ଉଚ୍ଚ କର୍ମଚାରୀଙ୍କୁ 'ଇନ୍ସ୍ପେକ୍ଟର ଜେନେରାଲ୍' — (Inspector-Gereral of civil Hospitals)କହନ୍ତି]