ସର୍ଜନୀ Sarjanī

  • ସଂ. ବି (ସୃଜ୍ ଧାତୁ+କରଣ. ଅନ+ଈ) — ଗୃହ୍ୟଦ୍ୱାରର ବଳିମାନଙ୍କ ମଧ୍ୟସ୍ଥ ବଳି (ଯେଉଁବାଟେ ମଳ ଓ ଅପାନ ବାୟୁ ଆଦି ବିନିର୍ଗତ ହୁଏ—ହି. ଶ) — One of the spirals inside the anus