ସର୍ଜନା Sarjanā

  • ସଂ. ବି (ସର୍ଜନ+ଆ) — ସୃଷ୍ଟି — Creation
  • ଦେ. ବି (କଚିରିଆ) — ମିଥ୍ୟା ପ୍ରମାଣ ବା ମକଦ୍ଦମା ଗଢ଼ିବା; ରଚନା — Fabrication of false evidence or false case
  • ଦେ. ବିଣ (କଚିରିଆ) — ମିଥ୍ୟା ବା ଗଢ଼ା (ମକଦ୍ଦମା) — Got up fabricated (case)