ସର୍ଚିଙ୍ଗ୍ ଫିସ୍ Sarching phis

  • ବୈଦେ. ବି (କଚିରିଆ)(ଇଂ. ସର୍ଚିଙ୍ଗ୍ ଫିସ୍) — ସରକାରୀ ମହାଫିସଖାନାରୁ କୌଣସି ଦଲିଲର ନକଲ ପ୍ରାର୍ଥନା କରିଥିବା ବ୍ଯକ୍ତି ଉକ୍ତ ଦଲିଲ ଖୋଜିବାର ଖରଚା ନିମନ୍ତେ ଯେଉଁ ଫିସ୍ ଦାଖଲ କରେ — Searching fees (deposited for a document of which a person wants a copy from a record-room)