ସର୍ଚ ଉଆରଣ୍ଟ୍ Sarch uāraṇṭ

  • ବୈଦେ. ବି (କଚିରିଆ) (ସଂ. ସର୍ଚ ୱାରାଣ୍ଟ୍) — କୌଣସି ସ୍ଥାନ ଖୋଜିବା ପାଇଁ ପୁଲିସ କର୍ମଚାରୀଙ୍କ ପ୍ରତି ମାଜିଷ୍ଟ୍ରେଟଙ୍କ ସ୍ୱାକ୍ଷରିତ ହୁକୁମ ନାମା — Search warrant