ସର୍କୁଲର୍ ରୋଡ୍ Sarkular road

  • ଦେ. ବି (ନାମ) — କଲିକତାର ଗୋଟିଏ ରାସ୍ତାର ନାମ — Circular Road; name of a road of Calcutta
  • ଦେ. ବି (ନାମ) — [ଦ୍ର—ଏହା ଦୁଇ ଭାଗରେ ବିଭକ୍ତ—ଅପର୍ ସର୍କୁଲାର୍ ରୋଡ୍ ଓ ଲୋଅର୍ ସର୍କୁଲାର୍ ରୋଡ୍। ଇଂରେଜୀରେ 'ସର୍କୁଲାର' — (Circular)ବିଶେଷଣ ପଦର ଅର୍ଥ ବୃତ୍ତାକାର ଉକ୍ତ ରାସ୍ତାର ଆକୃତି ଗୋଲ ଥିବାରୁ ତହିଁର ଏପରି ନାମକରଣ ହୋଇଅଛି]