ସରୋଜ ବଦନ Saroja badana

  • ସଂ. ବି [ଉପମିତ କର୍ମଧାରୟ] — ପଦ୍ମମୁଖ — A face as graceful as the lotus
  • ସଂ. ବିଣ ପୁଂ [ଉପମିତ ବହୁବ୍ରୀହି] — ପଦ୍ମ ପରି ସୁନ୍ଦର ମୁଖ ବିଶିଷ୍ଟ — (Masculine) Having the face as graceful as the lotus