ସରୋଜ ନୟନ Saroja nayana

  • ସଂ. ବିଣ. ପୁଂ [ଉପମିତ ବହୁବ୍ରୀହି] — ପଦ୍ମ ପରି ସୁନ୍ଦର ନେତ୍ରବିଶିଷ୍ଟ — Lotus-eyed
  • ସଂ. ବି [ଉପମିତ କର୍ମଧାରୟ] — ପଦ୍ମପରି ସୁନ୍ଦର ନେତ୍ର — Eye as graceful as the lotus