ସରୁଆ ସଜ Saruā saja

  • ଦେ. ବିଣ. ପୁଂ — କୁଶ ଦେହ ବିଶିଷ୍ଟ (ବ୍ଯକ୍ତି) — (a person) Having a very slender body
  • ଦେ. ବିଣ. ପୁଂ — [ଉ—ମତେ ବୋଲୁଥାଉ ସରୁଆ ସଜ, ତୁ କାହିଁପାଇଁ ବାଞ୍ଜ୍?—ଢଗ]