ସରୁ ମଧ୍ୟା Saru madhyā

  • ଦେ. ବିଣ. ସ୍ତ୍ରୀ — ସରୁ କଟୀଯୁକ୍ତା (ସ୍ତ୍ରୀ) — Slender-waisted (woman)
  • ଦେ. ବିଣ. ସ୍ତ୍ରୀ — (ଉ—ବାଣୀ ମୋର ନାମେ ତ୍ରାହି ବିକାଶରୁ ସରୁମଧ୍ୟା ଭୀରୁ ଭୟ ବହି। ଭଞ୍ଜ, ବୈଦେହୀଶ ବିଳାସ।)