ସରୁ ଚୁଙ୍ଗୁଡ଼ି Saru chuṅguṟḍ̠i

  • ଦେ. ବି — ଅନ୍ୟଜାତୀୟ ମାଛଙ୍କ ସଙ୍ଗେ ମିଶା ଯାଇ ନ ଥିବା ଖୁବ୍ ଛୋଟ ଛୋଟ ଚୁଙ୍ଗୁଡ଼ି ମାଛ — Very small shrimps not mixed with other kinds of fish
  • ଦେ. ବି — [ଦ୍ର—ବଜାର ହାଟରେ ଏହା ସହିତ ଅନ୍ଯ କୌଣସି ଛୋଟ ମାଛ ସାଧାରଣତଃ ମିଶି ନ ଥାଏ।]