ସରିକ୍ Sarik

  • ବୈଦେ. ବି. (ଆ. ସରିକ୍=ଭାଗଦାର) ଅଂଶ; ଭାଗ; ହିଂସା — Share; partnership
  • ବୈଦେ. ବି. (ଆ. ସରିକ୍=ଭାଗଦାର) ଅଂଶୀ— ଦାର — Cosharer; partner