ସରିକ୍ଦାରିଆ Sarik-dāriā

  • ଦେ. ବିଣ — ସରିକ୍ଦାର ସଂବନ୍ଧୀୟ — Relating to a cosharer
  • ଦେ. ବିଣ — ଯହିଁରେ ଅଂଶୀଦାରମାନଙ୍କର ସ୍ୱାମିତ୍ୱ ଥାଏ — Owned by many cosharers
  • ଦେ. ବିଣ — [ଦ୍ର— ସରିକଦାରିଆ ମାହାଲ=ଯେଉଁ ଜମିଦାରୀରେ ଅନେକ ଅଂଶୀଦାର ଜମିଦାର ଥାଆନ୍ତି।]