ସରିକ୍ ଦାର Sarik-dāra
- ବୈଦେ. ବି (ଆ) କୌଣସି ସମ୍ପତ୍ତିର ଅଂଶୀଦାର — Cosharer; copartner
- ବୈଦେ. ବି (ଆ) (ଉ— ଏଥିର ଜଣେ 7 ୳ ମାଣିଆ ସରିକିଦାର ଥିବାରୁ ଜଳ ଅଦାଲତରେ ଅପିଲ ଦାଏର ଅଛି। ଫକିର ମୋହନ, ଛମାଣ ଆଠଗୁଣ୍ଠ।) — (ଉ— ଏଥିର ଜଣେ7୳ ମାଣିଆ ସରିକିଦାର ଥିବାରୁ ଜଳ ଅଦାଲତରେ ଅପିଲ ଦାଏର ଅଛି ଫକିର ମୋହନ, ଛମାଣ ଆଠଗୁଣ୍ଠ)