ସରାବ ସଂପୁଟ Sarāba saṁpuṭa
- ସଂ. ବି — ଅଗ୍ନି ଉତ୍ତାପରେ ରସୌଷଧ ପ୍ରସ୍ତୁତ କରାଯିବା ପାଇଁ ପରସ୍ପର ମୁହଁ ଯୋଡ଼ା ହୋଇ ବନ୍ଦ କରା ଯାଇଥିବା ପାତ୍ର — A contrivance consisting of 2 shallow dishes with the mouths sealed to each other, used in preparing some medicines over fire
- ଦେ. ବିଣ (ବହୁବ୍ରୀହି) — ଯେଉଁ ପାତ୍ରର ଉପରେ ବା ମୁହଁରେ ଶରା ଘୋଡ଼ିଆ ହୋଇଥାଏ — (a pot) Covered with a flat dish as its lid