ସରାବ ଖୋର୍ Sarāba khor

  • ବୈଦେ. ବିଣ (ଫା. ଶରାବ୍ଖୋର୍) — ଅତ୍ୟନ୍ତ ମଦ୍ୟ ପାନାନୁରକ୍ତ; ପାନାସକ୍ତ; ସୁରାପାୟୀ — Addicted to drink; drunkard