ସରାପ ଖୋର୍ Sarāpa khor

  • ବୈଦେ. ବିଣ (ଫା. ଶରାବ୍ଖୋର୍) — ଅତ୍ୟନ୍ତମଦ୍ୟ ପାନାନୁରକ୍ତ; ପାନାସକ୍ତ; ସୁରାପାୟୀ — Addicted to drink; drunkard