ସରାଇକେଲା Sarāikelā

  • ଦେ. ବି (ନାମ) — ବଙ୍ଗଳାରେ ଷଢ଼ାଇକଳା ନାମର ଅପଭ୍ରଷ୍ଟ ଆକାର; ଷଢ଼େଇକଳା ଗଡ଼— ଜାତ — sareikela (of the Orissa States)
  • ଦେ. ବି (ନାମ) — [ଦ୍ର—ସଂକୃତ ଷୋଢ଼ଶକଳା ଶବ୍ଦ ବଙ୍ଗଳାରେ ସରାଇ— କ(କେ)ଲା ଓ ଇଂରାଜିରେ ସେରାଇକେଲା — (Seraikela)ହୋଇଅଛି ସିଂହଭୂମି ତଳେ ନୋଟ୍ ଦେଖ]