ସରସ୍ୱାନ୍ Saraswān
- ସଂ. ବି (ସରସ୍=ଜଳ+ଅଛି ଅର୍ଥରେ ବତ୍; 1 ମା. 1 ବ) — ସରୋବର — Tank; lake
- ସଂ. ବି (ସରସ୍=ଜଳ+ଅଛି ଅର୍ଥରେ ବତ୍; 1 ମା. 1 ବ) — ନଦୀ — River
- ସଂ. ବି (ସରସ୍=ଜଳ+ଅଛି ଅର୍ଥରେ ବତ୍; 1 ମା. 1 ବ) — ସମୁଦ୍ର — The ocean
- ସଂ. ବି (ସରସ୍=ଜଳ+ଅଛି ଅର୍ଥରେ ବତ୍; 1 ମା. 1 ବ) — ମହିଷ — A buffalo
- ସଂ. ବିଣ — ରସଯୁକ୍ତ — Juicy