ସରସୀରୁହ Sarasīruha

  • ସଂ. ବି (ସରସୀ=ସରୋବର+ରୁହ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ) — ସରୋରୁହ; ସରୋଜ; ପଦ୍ମ — Louts
  • ସଂ. ବି (ସରସୀ=ସରୋବର+ରୁହ୍ ଧାତୁ=ଜନ୍ମିବା+କର୍ତ୍ତୃ. ଅ) — ସାରସ ପକ୍ଷୀ — The crane (bird) (Apte)