ସରସୀରୁହେକ୍ଷଣ Sarasīruhekshaṇa

  • ସଂ. ବିଣ. ପୁଂ (ବୁହୁବ୍ରୀହି; ସରସୀରୁହ ପରି ଈକ୍ଷଣ= ନୟନ ଯାହାର) — ପଦ୍ମ ପରି ସୁନ୍ଦରନେତ୍ର— ବିଶିଷ୍ଟ — Having eyes beautiful or charming as the petals of a louts flower