ସରଳ ବୁଦ୍ଧି Saraḻa buddhi

  • ସଂ. ବି (କର୍ମଧା) — କପଟତାଶୂନ୍ଯ ବୁଦ୍ଧି ବା ମନ — Intelligence or understanding free from crookedness; frank mind
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ନିଷ୍କପଟ — Frank
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି) — ସରଳହୃଦୟ — Frank-hearted