ସରଳ ଦ୍ରବ Saraḻa draba

  • ସଂ. ବି ( 6 ଷ୍ଠୀ ତତ୍) (ବୈଦ୍ଯକ) — ସରଳ ବୃକ୍ଷର ରସ; ତାର୍ପିନ୍; ଗନ୍ଧବିରିଜା; ଶ୍ରୀପିଷ୍ଟ (ଦେଖ) — Ṡrīpishṭa (See)
  • ସଂ. ବି ( 6 ଷ୍ଠୀ ତତ୍) (ବୈଦ୍ଯକ) — (ଅନ୍ଯ ସଂସ୍କୃତ ନାମ—ପାୟସ, ଶ୍ରୀବାସ, ବୃକଧୂପ, ଶ୍ରୀବେଷ୍ଟ, ତୈଳ— ପର୍ଣ୍ଣୀ, ଶ୍ରୀପିଷ୍ଟ, ଶ୍ରୀବେଶ, ଶ୍ରୀବେଶ, ସରଳାଙ୍ଗ, ଯାସ, ଯବାସ, ଘୃତ— ହ୍ୱୟ, ଦଧ୍ୟାହ୍ୱୟ, କ୍ଷୀରହ୍ୱୟ, ଅବକ୍ର, କ୍ଷୀରଶ୍ରୀ, ବାୟସ, ସରଳସ୍ରାବ)