ସରବନ୍ଦୀ Sarabandī

  • ବୈଦେ. ବି (ଫା. ସରବନ୍ଦୀ) — ଧନୁର୍ଦ୍ଧର; ଯୋଦ୍ଧା; ତୀରନ୍ଦାଜ (ହି. ଶ) — Bowman
  • ବିଣ — ଧନୁର୍ଦ୍ଧର — Armed with a bow