ସରନାମା Saranāmā
- ବୈଦେ. ବି (ଫା. ସରନାମାହ୍) — ପତ୍ର ବା ପ୍ରବନ୍ଧା— ଦିର ଶିରୋନାମା — The heading of a letter or written article
- ବୈଦେ. ବି (ଫା. ସରନାମାହ୍) — ଚିଠିରେ ଅଭିପ୍ରେତ ବିଷୟ ଲେଖାଯିବା ପୂର୍ବରୁ ପତ୍ରଗ୍ରହୀତାଙ୍କ ନାମ ଓ ବିଶେଷଣ ଆଦି ଯୁକ୍ତ ଅବତାରଣା — The addressing portion before the beginning of the writing of the main contents of a letter
- ବୈଦେ. ବି (ଫା. ସରନାମାହ୍) — ପତ୍ରାଦିରେ ଉପରେ ଲେଖାଯିବା ପତ୍ର— ଗ୍ରାହକଙ୍କ ନାମ ଓ ବାସସ୍ଥାନ ଆଦି — Superscription or name and address of a letter