ସରଜସ୍କା Sarajaskā

  • ସଂ. ବିଣ ସ୍ତ୍ରୀ (ସରଜସ୍କ+ଆ) — ରଜସ୍ୱଳା; ରଜୋ— ବିଶିଷ୍ଟା — Menstruated
  • ସଂ. ବିଣ ସ୍ତ୍ରୀ (ସରଜସ୍କ+ଆ) — ଛୁଆଁ; ଋତୁମତୀ — In her menses
  • ସଂ. ବି. ସ୍ତ୍ରୀ — ଋତୁମତୀ ସ୍ତ୍ରୀ — A menst- ruated woman; a woman during her means
  • ସଂ. ବି. ସ୍ତ୍ରୀ — ପ୍ରାପ୍ତରଜସ୍କ ସ୍ତ୍ରୀ — A woman who has attained puberty