ସରଜମିନ୍ Sarajamin

  • ବୈଦେ. ବି. (କଚିରିଆ) (ଫା. ସର୍=ପ୍ରଧାନ+ ଜମିନ୍; ସ୍ଥାନ; ସରେଜମିନ୍=ସମସ୍ତ ଭୂମି) — ଭୂମିଷ୍ଠ — The surface of the earth
  • ବୈଦେ. ବି. (କଚିରିଆ) (ଫା. ସର୍=ପ୍ରଧାନ+ ଜମିନ୍; ସ୍ଥାନ; ସରେଜମିନ୍=ସମସ୍ତ ଭୂମି) — ସ୍ଥାନ — Place
  • ବୈଦେ. ବି. (କଚିରିଆ) (ଫା. ସର୍=ପ୍ରଧାନ+ ଜମିନ୍; ସ୍ଥାନ; ସରେଜମିନ୍=ସମସ୍ତ ଭୂମି) — ମକଦ୍ଦମା ସଂକ୍ରାନ୍ତ ସ୍ଥାନ — The spot or locality connected with a case
  • ବୈଦେ. ବି. (କଚିରିଆ) (ଫା. ସର୍=ପ୍ରଧାନ+ ଜମିନ୍; ସ୍ଥାନ; ସରେଜମିନ୍=ସମସ୍ତ ଭୂମି) — [ଦ୍ର—ଅଧୀନ x x x ସର ଜମିନରେ ପହଞ୍ଚି ଦସ୍ତର ମୁତାବିକ ଆସାମୀକୁ x x x ଖାନତଲାସ କରି ବହୁତ ହୁସିଆରିରେ ଆସାମୀକୁ ଗ୍ରେପ୍ତାର କଲା—ଫକୀରମୋହନ, ଛମାଣ ଆଠଗୁଣ୍ଠ।]
  • ବୈଦେ. ବି. (କଚିରିଆ) (ଫା. ସର୍=ପ୍ରଧାନ+ ଜମିନ୍; ସ୍ଥାନ; ସରେଜମିନ୍=ସମସ୍ତ ଭୂମି) — ଉକୁସ୍ଥଳ — Place of occurrence