ସରକ Saraka
- ସଂ ବିଣ. ପୁଂ (ମୃ ଧାତୁ=ଗମନ କରିବା+କର୍ତ୍ତୃ. ଅକ) — ଗମନଶୀଳ; ଗତିବିଶିଷ୍ଟ (ଶବ୍ଦରତ୍ନାବଳୀ) — Moving
- ସଂ. ବି — ସରୋବର (ଶବ୍ଦରତ୍ନାବଳୀ) — Tank; lake
- ସଂ. ବି — ଆକାଶ (ସିଦ୍ଧାନ୍ତକୌମୁଦୀ) — The sky
- ସଂ. ବି — ଶୀଧୁ ପାତ୍ର; ମଦ୍ୟ ପାତ୍ର (ମେଦିନୀ) — A wine glass; goblet
- ସଂ. ବି — ଶୀଧୁ ପାନ; ମଦ୍ୟପାନ (ମେଦିନୀ) — Drinking of wine
- ସଂ. ବି — ଇକ୍ଷୁ ଶୀଧୁ; ଆଖୁ ରସରୁ ପ୍ରସ୍ତୁତ ମଦ (ମେଦିନୀ) — Wine distilled from sugarcane juice
- ସଂ. ବି — ଅଚ୍ଛିନ୍ନ ଅଧ୍ୱଗ୍ପଙ୍କ୍ତି; ଅଖଣ୍ଡିତ ବହୁ ପଥ; ସଡ଼କ (ମେଦିନୀ) — A continuous line of road
- ସଂ. ବି — ମଦ୍ୟ ପରିବେଶନ (ଭରତ) — The serving of wine to drinkers; distribution of spirituous liquor
- ସଂ. ବି — ସୁରା; ମଦ୍ୟ — Spirituous liquor; spirits (Apte)
- ସଂ. ବି — (+ଭାବ. ଅକ) ଗତି; ଗମନ — Going
- ସଂ. ବି — (+କର୍ମ. ଅକ) ସ୍ୱର୍ଗ — Heaven (Apte)
- ଦେ. ବି — ପଣ୍ୟବସ୍ତୁଚୟ — Merchandise