ସରକାର Sarakāra

  • ବୈଦେ. ବି (ଫା. ସରକାର) — ପ୍ରଭୁ — Lord; master
  • ବୈଦେ. ବି (ଫା. ସରକାର) — ସ୍ୱାମୀ; ମାଲିକ — Owner; lord
  • ବୈଦେ. ବି (ଫା. ସରକାର) — ଦେଶର ରାଜା — The king of a country
  • ବୈଦେ. ବି (ଫା. ସରକାର) — ଦେଶୀୟ ରାଜାମାନଙ୍କ ପ୍ରତି ସମ୍ମାନସୂଚକ ବଚନ — His Higness
  • ବୈଦେ. ବି (ଫା. ସରକାର) — [ଉ—ସରକାରଙ୍କୁ କିଛି ଅଛପା ନାହିଁ।]
  • ବୈଦେ. ବି (ଫା. ସରକାର) — ଦେଶର ଗଭର୍ଣ୍ଣମେଣ୍ଟ୍ — The Government of a country
  • ବୈଦେ. ବି (ଫା. ସରକାର) — ଦେଶର ଶାସନକର୍ତ୍ତା — Governor of a country
  • ବୈଦେ. ବି (ଫା. ସରକାର) — ମୁସଲମାନ ରାଜତ୍ୱରେ ଦେଶର ରାଜତ୍ୱ ଆଦାୟରେ ସୁବିଧା ନିମନ୍ତେ ଗଠିତ ବିଭାଗ; ସୁବା — A fiscal division of a Province during Mahomedan rule
  • ବୈଦେ. ବି (ଫା. ସରକାର) — [ଦ୍ର— 1 । ଗୁଡ଼ିଏ ମଉଜାର ସମଷ୍ଟିରେ ପ୍ରଗନ୍ନା ଏବଂ ଗୁଡ଼ିଏ ପ୍ରଗନ୍ନାର ସମଷ୍ଟିରେ ଗୋଟିଏ ସରକାର ହେଉଥିଲା।] — [ଦ୍ର—1 ଗୁଡ଼ିଏ ମଉଜାର ସମଷ୍ଟିରେ ପ୍ରଗନ୍ନା ଏବଂ ଗୁଡ଼ିଏ ପ୍ରଗନ୍ନାର ସମଷ୍ଟିରେ ଗୋଟିଏ ସରକାର ହେଉଥିଲା]
  • ବୈଦେ. ବି (ଫା. ସରକାର) — ମୁସଲମାନ୍ମାନଙ୍କ ରାଜତ୍ୱରେ 'ଦଣ୍ଡପାଟ' ପରିବର୍ତ୍ତରେ 'ସରକାର' ନାମ ହେଲା। ଜଗବନ୍ଧୁ, ପ୍ରାଚୀନ ଉତ୍କଳ]
  • ବୈଦେ. ବି (ଫା. ସରକାର) — ଦେଣଦାରଙ୍କ ଠାରୁ ପାଉଣା ଟଙ୍କା ଆଦାୟକାରୀ — A collector of dues from debtors or person who are liable to pay
  • ବୈଦେ. ବି (ଫା. ସରକାର) — [ଦ୍ର— ସହରବାସୀଙ୍କଠାରୁ ଟିକସ୍ ଆଦାୟକାରୀ, ଦୋକାନଦାର ବା ମହାଜନଙ୍କ ନିଯୁକ୍ତ ଦେଣାଆଦାୟକାରୀ ଓ ପ୍ରଜାଙ୍କଠାରୁ ରାଜସ୍ୱ ଆଦାୟକାରୀମାନଙ୍କୁ 'ସରକାର' କହନ୍ତି।]