ସର ରାଜେନ୍ଦ୍ର ନାରାୟଣ ଭଞ୍ଜ ଦେବ Sar rājendra nārāyaṇa bhan̄ja deba
- ଦେ. ବି (ନାମ) — କନିକାର ରାଜା ବାହାଦୁର — Sir Ranjendra Narayan Bhanj Deo, Raja Bahadur of Kanika Estate of Orissa
- ଦେ. ବି (ନାମ) — [ଦ୍ର—ଏ ମହାଶୟ ବିହାର ଓଡ଼ିଶା ପ୍ରଦେଶର ଶାସନ ସଭାର ଅର୍ଥ ସଦସ୍ୟ ହୋଇଥିଲେ।]