ସର ଚକି Sara chaki
- ଦେ. ବି (ସଂ. ସର+ଚକ୍ର) — କରେଇରେ ଆଉଟା ହେବା ଦୁଧ ଉପରେ ପଡ଼ିଥିବା ଚକ୍ରାକାର ସରକୁ ଉଠାଇ ଆଣି ପରସ୍ତ ପରସ୍ତ କରି ସଜାଇ ଚକୁଳି ପରି ଯେଉଁ ପିଠା ତିଆରି କରାଯାଏ — Round thin flakes of cream formed over boiling milk and taken out placed one over the other to make one thick layer