ସର କାଢ଼ିବା Sara kāṟḍ̠hibā
- ଦେ. କ୍ରି — ଆଉଟା ଦୁଧ ଉପରେ ପଡ଼ିଥିବା ସରକୁ ଉଠାଇ ନେବା — To remove the layer of cream from boiled milk
- ଦେ. କ୍ରି — ମନ୍ତ୍ରଯନ୍ତ୍ର ପ୍ରୟୋଗଦ୍ୱାରା ଗାଈର ଦୁଧକୁ ସରହୀନ କରିବା — To cause the milk of a cow to be devoid of cream by the employment of black magic
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ପଦାର୍ଥର ସାର ଅଂଶକୁ ବାହାର କରିନେଇ ଅକାମିକା ଅଂଶକୁ ଛାଡ଼ିଯିବା — (figurative) To take away the essential part out of a thing and to leave the husk only