ସମ Sama
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ତୁଲ୍ୟ; ସଦୃଶ — Similar; like
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — [ଉ—ନଳିନେ ଭରି ମୋତିଦନ୍ତ ରତି ବିଂଚିଲା ସମେ—ଭଞ୍ଜ, କୋଟି— ବ୍ରହ୍ମାଣ୍ଡ ସୁନ୍ଦରୀ]
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ସମାନ — Equal
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ସେହି; ତଦ୍ରୂପ — Same; identical
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — (ଗଣିତ) ଯୁଗ୍ମ; ଯୋଡ଼ (ସଂଖ୍ୟା) — Even (number)
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — [ଦ୍ର—ଯେଉଁ ସଂଖ୍ୟା 2 ସଂଖ୍ୟାର ଗୁଣିତକ ଅଟେ, ଅର୍ଥାତ୍ ଯାହା ଦୁଇରେ ହରିଲେ ଛିଣ୍ଡି ଯାଏ ତାକୁ ସମ ସଂଖ୍ୟା ବୋଲାଯାଏ।] — [ଦ୍ର—ଯେଉଁ ସଂଖ୍ୟା2ସଂଖ୍ୟାର ଗୁଣିତକ ଅଟେ, ଅର୍ଥାତ୍ ଯାହା ଦୁଇରେ ହରିଲେ ଛିଣ୍ଡି ଯାଏ ତାକୁ ସମ ସଂଖ୍ୟା ବୋଲାଯାଏ]
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ସକଳ; ସମସ୍ତ; ସମଗ୍ର — Complete; whole; all; entire (Apte)
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ଅବନ୍ଧୁର — Even; plane (Apte)
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ସମ୍ପୂର୍ଣ୍ଣ — Completed; full
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ସମାନସ୍କନ୍ଦ; ସମାଜରେ ବା ସଂସାରରେ ସମାନ ଆସନର ଅଧିକାରୀ (ବ୍ଯକ୍ତି) — (a person) Equal in status or social position
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ସମତଳ — Level (Apte)
- ସଂ. ବିଣ—(ସମ୍ ଧାତୁ=ତୁଲ୍ୟ ହେବା+କର୍ତ୍ତୃ ଅ) (ତୁଳନା କର—ଗ୍ରୀକ୍ ଉପପଦ ହୋମୋ, ହୋମିଓ) — ସରଳ; ଋଜୁ — Straight (Apte)