ସମ କନ୍ୟା Sama kanyā

  • ସଂ. ବି. ସ୍ତ୍ରୀ (ସମା=ବିବାହ ପାଇଁ ଉପଯୁକ୍ତା ବା ଯୋଗ୍ୟା+ କନ୍ଯା) — ବିବାହପାଇଁ ସମ୍ପୂର୍ଣ୍ଣ ଯୋଗ୍ୟା କୁମାରୀ; ବିବାହୋପଯୁକ୍ତା ବାଳିକା — A maid who has arrived at the full age for marriage; a girl of marriageable age